Tag : 11fids ayurvedic treatment

LIFESTYLE

ଫିଡସ୍ ଭଳି ରୋଗକୁ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

Ratnamani Moharana
ଫିଡସ୍ ହେଉଛି ଏକ ମସ୍ତିଷ୍କ ଜନିତ ରୋଗ । ଏହି ରୋଗରେ ରୋଗୀକୁ ଅଚାନକ ବାତ ମାରିଥାଏ ଯାହାପରେ ରୋଗୀର ନିଜ ଉପରୁ ସନ୍ତୁଳନ ବିଗିଡିଯାଏ । ଶରୀରର ପ୍ରତ୍ୟେକ କମ୍ପିବାକୁ ଲାଗିଥାଏ ଏବଂ