Loading...

ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହେଲା ଯୁକ୍ତ ଦୁଇ ଖାତାଦେଖା

ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହେଲା ଯୁକ୍ତ ଦୁଇ ଖାତାଦେଖା

ଆରମ୍ଭ ହେଲା ଯୁକ୍ତ ଦୁଇ ଖାତା ଦେଖା । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ହେବାକୁ ଯାଉଛି ମୂଲ୍ୟାୟନ। ଆଜିଠୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ରେ ସରିବ।

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ମୋଟ ୧୧୪୫ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ମାର୍ଚ୍ଚ ପହିଲାରୁ ଯୁକ୍ତ୨ ପରୀକ୍ଷା

ମାର୍ଚ୍ଚ ପହିଲାରୁ ଯୁକ୍ତ୨ ପରୀକ୍ଷା

ମାର୍ଚ୍ଚ ପହିଲାରୁ ଯୁକ୍ତ୨ ଥିଓରି ପରୀକ୍ଷା। ଏକା ସମୟରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ମାସେ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଥିଓରି ପରୀକ୍ଷା ଆରମ୍ଭ ହେବାର ମାସେ ପୂର୍ବରୁ ଅର୍ଥାତ୍‌ ଫେବ୍ରୁଆରି ପହିଲାରୁ ପ୍ରାକ୍ଟିକାଲ ବିଷୟଗୁଡ଼ିକର ପରୀକ୍ଷା ଆରମ୍ଭ ହେବ, ଯାହାକି ଗୋଟିଏ ସପ୍ତାହ ଧରି ଜାରି ରହିବ।