ନ୍ୟୁଜ୍ ପରୀକ୍ଷା ଦେଉଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ 01 Mar, 2023 4 mins read 534 views ଆଜି ସକାଳୁ ପରୀକ୍ଷା ଦେଉଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବରେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ନ୍ୟୁଜ୍ ରାତି ପାହିଲେ ଯୁକ୍ତ୨ ପରୀକ୍ଷା, ଦ୍ଵନ୍ଦରେ ଶିକ୍ଷା ବିଭାଗ 28 Feb, 2023 12 mins read 180 views ରାତି ପାହିଲେ ଯୁକ୍ତ ୨ ଥିଓରି ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୨୦୨ଟି ହବ୍ରେ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିଯାଇଛି।
ନ୍ୟୁଜ୍ ଆରମ୍ଭ ହେଲା ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା 04 Apr, 2022 19 mins read 386 views ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ତାହାର ସୁପରିଚାଳନା ଉପରେ ଗୁରୁତ୍ବ ଦେଇଛି ପରିଷଦ। ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠା ସରିଛି।