Loading...

ଯୁକ୍ତ୨ ପରୀକ୍ଷା ପାଇଁ ଆସନ୍ତା ୧୪ ତାରିଖରୁ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ

ଯୁକ୍ତ୨ ପରୀକ୍ଷା ପାଇଁ ଆସନ୍ତା ୧୪ ତାରିଖରୁ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ

୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଆସନ୍ତା ୧୪ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମାର୍ଚ୍ଚରେ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା

ମାର୍ଚ୍ଚରେ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା

୨୦୨୩ ମାର୍ଚ୍ଚ ମାସରେ ଯୁକ୍ତ୨ ଥିଓରି ପରୀକ୍ଷା। ତା’ ପୂର୍ବରୁ ଜାନୁଆରି ଶେଷ କିମ୍ବା ଫେବ୍ରୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ

କଳା ଓ ବିଜ୍ଞାନ ବିଭାଗର ଗଣିତ, କଳା ବିଭାଗର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି।ଏସବୁ ବିଷୟର ପରୀକ୍ଷା ମେ’ ୧୯ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରି ମେ’ ୧୯ ବଦଳରେ ମେ’ ୩୧ ତାରିଖରେ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି।

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ, ମାର୍ଚ୍ଚ 28ରୁ ଫର୍ମ ଫିଲ୍‌ଅପ୍‌

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ, ମାର୍ଚ୍ଚ 28ରୁ ଫର୍ମ ଫିଲ୍‌ଅପ୍‌

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଅପ୍ରେଲ 28 ତାରିଖରୁ ପରୀକ୍ଷା ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏହାକୁ ନେଇ ମାଧ୍ୟମିିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।ଅପ୍ରେଲ ୪ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗର ପ୍ରାକ୍ଟିକାଲ କରାଯିବ । ସମସ୍ତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ ।

ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନେଇ ସ୍ପଷ୍ଟ କଲା ଶିକ୍ଷାବିଭାଗ

ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନେଇ ସ୍ପଷ୍ଟ କଲା ଶିକ୍ଷାବିଭାଗ

ନିଜ ନିଜ ଶିକ୍ଷାନୁଷ୍ଠାନରେ ନିଜ ଶିକ୍ଷକ ପ୍ରାକ୍ଟିକାଲ୍ ପରୀକ୍ଷା କରାଇବେ । - ଦୁଇଟି ସ୍କିମ୍‌ରେ ମୂଲ୍ୟାୟନ କରାଯିବ । -ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ । -ନଚେତ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ କ୍ୱାର୍ଟରଏଣ୍ଡ୍ ପରୀକ୍ଷାର ୨୦ ପ୍ରତିଶତ ମାର୍କରୁ ନମ୍ବର ମିଳିବ। -ଉଭୟ ପଦ୍ଧତ୍ତିରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହା ଚୂଡ଼ାନ୍ତ ହେବ ।

ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା

ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା

ମାଟ୍ରିକ୍‌ ପରେ ଏବେ ଯୁକ୍ତ ୨ ବୋର୍ଡ ପରୀକ୍ଷା ତାରିଖ ଘୋଷଣା । ଏପ୍ରିଲ୍‌ ୨୮ରୁ ଆରମ୍ଭ ଯୁକ୍ତ ୨ ପରୀକ୍ଷା । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ ।

+2 ଶେଷ କ୍ବାଟର ମାର୍କ ଅପଲୋଡ ସହ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

+2 ଶେଷ କ୍ବାଟର ମାର୍କ ଅପଲୋଡ ସହ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଦ୍ୱାଦଶ ଶ୍ରେଣୀ କ୍ବାଟର ଶେଷ ପରୀକ୍ଷା ମାର୍କ ଅପଲୋଡ଼ ପାଇଁ ଅଧ୍ୟକ୍ଷମାନଙ୍କୁ ଚିଠି । ସମସ୍ତ ଅନୁବନ୍ଧିତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା CHSE ।