Loading...

ହାଇସ୍କୁଲ କ୍ୟାମ୍ପସରେ ଯୁକ୍ତ୨ ଶିକ୍ଷା ପାଇଁ ପାଳି କରି ପଢ଼ିବେ ପିଲା

ହାଇସ୍କୁଲ କ୍ୟାମ୍ପସରେ ଯୁକ୍ତ୨ ଶିକ୍ଷା ପାଇଁ ପାଳି କରି ପଢ଼ିବେ ପିଲା

ହାଇସ୍କୁଲ ଶିକ୍ଷା ପରେ ପାଠ ଛାଡ଼ୁଥିବା ପିଲାମାନଙ୍କୁ ଯୋଡ଼ି ରଖିବା ଲାଗି ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ପିଲାମାନେ ଯେପରି ଉଚ୍ଚଶିକ୍ଷା ପାଇପାରିବେ, ସେଥିପାଇଁ ରାଜ୍ୟର ୧୦୬ଟି ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)କୁ ଅପଗ୍ରେଡ୍‌ କରାଯାଇଛି।