Loading...

ଚଳିତ ବର୍ଷର ପାସ ହାରକୁ କେନ୍ଦ୍ରକରି ବଢିବ ଯୁକ୍ତ୨ ସିଟ

ଚଳିତ ବର୍ଷର ପାସ ହାରକୁ କେନ୍ଦ୍ରକରି ବଢିବ ଯୁକ୍ତ୨ ସିଟ

ଏ ବର୍ଷ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ କରିଛନ୍ତି। ପାସହାର ଅଧିକ ଥିବାରୁ ସବୁ ପିଲା ଯୁକ୍ତ୨ ସିଟ ନ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଚଳିତ ବର୍ଷ ଚଳିତ ବର୍ଷର ପାସ ହାରକୁ କେନ୍ଦ୍ରକରି ବଢିବ ଯୁକ୍ତ୨ ସିଟ ବଢାଇବା ନେଇ ଚିନ୍ତା କରୁଛନ୍ତି ଶିକ୍ଷା ବିଭାଗ।