• Home
  • 21st death anniversary of biju pattnaik
News

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୨୧ତମ ଶ୍ରାଦ୍ଦବାର୍ଷିକୀ

Krishna Kumar Manoj
ଭୁବନେଶ୍ୱର ବିନ୍ଦୁସାଗରରେ ହେଲା ତିଳତର୍ପଣ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧବାର୍ଷିକୀ । ରାଷ୍ଟ୍ରନାୟକ ବିଜୟାନନ୍ଦ ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ବିଜୁ ଜନତା ଦଳ ପକ୍ଷରୁ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More