Tag Archives: 23 missing after boat capsized in godavari

Archives

  • ଆନ୍ଧ୍ର ପ୍ରଦେଶ:ଗୋଦାବରୀ ନଦୀରେ ଡଙ୍ଗାବୁଡ଼ି ୨୩ ନିଖୋଜ

    ଡଙ୍ଗାବୁଡ଼ି ୨୩ ନିଖୋଜ ଗୋଦାବରୀ ନଦୀରେ ଡଙ୍ଗାବୁଡ଼ି ୨୩ଜଣଙ୍କ ନିଖୋଜ ଅଛନ୍ତି। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ମଙ୍ଗଳବାର ଅପରାହ୍ଣରେ ଡଙ୍ଗାଟି ବୁଡିଯାଇଥିଲା। ପଶ୍ଚିମ ଗଦାର ଦେବୀପାଟନମ୍‌ରୁ ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ଧରି ମୋଟର୍ ବୋଟ୍‌ଟି ମଣ୍ଡାମଡ଼ାଲୁ ଗାଁକୁ ଯାଉଥିଲା। ତେବେ ମାନଟରୁ ଠାରେ କିଛି ଯାତ୍ରୀଙ୍କୁ ଓହ୍ଲାଇବାକୁ ଯିବା ସମୟରେ ...