Tag Archives: 27dead in rajasthan due to dust strom

Archives

  • ରାଜସ୍ଥାନରେ ଧୂଳି ଝଡର ତାଣ୍ଡବ, ୨୭ ମୃତ !

    ରାଜସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ରାଜସ୍ଥାନରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନରେ ୨୭ ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି। କେତେକ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ବର୍ଷା ଓ ଝଡ଼ ତୋଫାନରୁ ବହୁ ପରିମାଣର ଫସଲ ନଷ୍ଟ ହୋଇଛି । ଉତ୍ତରାଖଣ୍ଡ ...