Loading...

ଡିସେମ୍ବର ଦ୍ବିତୀୟ ସପ୍ତାହରେ ପ୍ରଥମ ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀ

ଡିସେମ୍ବର ଦ୍ବିତୀୟ ସପ୍ତାହରେ ପ୍ରଥମ ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୨୦୨୨-୨୩ ଶିକ୍ଷାବର୍ଷ‌ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ୩ଟି ତ୍ରୈମାସିକ ପରୀକ୍ଷା ଓ ଗୋଟିଏ ବର୍ଷ ଶେଷ ପରୀକ୍ଷା ଦେବାକୁ ପଡ଼ିବ।

ଏପ୍ରିଲ୍‌ରେ ଯୁକ୍ତ୨ ପରୀକ୍ଷା, ମାର୍ଚ୍ଚ ଶେଷ ସପ୍ତାହରେ ପ୍ରାକ୍ଟିକାଲ

ଏପ୍ରିଲ୍‌ରେ ଯୁକ୍ତ୨ ପରୀକ୍ଷା, ମାର୍ଚ୍ଚ ଶେଷ ସପ୍ତାହରେ ପ୍ରାକ୍ଟିକାଲ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଏପ୍ରିଲ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କରିବାକୁ ପରିଷଦ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି।

ଏଥର +୨ ପରୀକ୍ଷା ଦେବେ ୩ ଲକ୍ଷ ୧୦ ହଜାର ବିଦ୍ୟାର୍ଥୀ

ଏଥର +୨ ପରୀକ୍ଷା ଦେବେ ୩ ଲକ୍ଷ ୧୦ ହଜାର ବିଦ୍ୟାର୍ଥୀ

ରାଜ୍ୟରେ ଚଳିତ ମାସ ୭ରୁ ଅଷ୍ଟମରୁ ଦ୍ୱାଦଶ(+୨) ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଛି। ଏଥର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ପ୍ରାୟ ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି।