ନ୍ୟୁଜ୍ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ 27 Jan, 2022 9 mins read 688 views ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ରେ ପାଠ ପଢ଼ାଯାଉଛି, କିନ୍ତୁ ଅଫ୍ଲାଇନ୍ରେ ପରୀକ୍ଷା କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ଏହାପଛର ଥିବା ଯୁକ୍ତି ସେମାନେ ଜାଣିପାରୁନାହାନ୍ତି ।