Tag : 38 people died after drinking alchol

News

ଉତ୍ତରାଖଣ୍ଡ,ୟୁପିରେ ବିଷାକ୍ତ ମଦ ପିଇ ୩୮ ମୃତ

ENO Beuro
ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ୩୮ ଜଣଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିସାରିଲେଣି । ଯାହା ଏବେ ଦେଶବ୍ୟାପି ଏକ ପ୍ରକାରର ଆଲୋଡନ ଖେଳାଇଦେଇଛି । ଏହି ଅଭାବନୀୟ ଘଟଣା ପ୍ରଥମେ ସହାରନପୁରରେ ଘଟିଥିଲା