Tag : 40 infected in hiv in up

News

ଗୋଟିଏ ସିରିଞ୍ଜ୍‌ ବ୍ୟବହାର କରି ରୋଗୀଙ୍କୁ ଇନ୍‌ଜେକ୍ସନ୍‌, ୪୦ ଜଣ ହେଲେ ଏଚ୍‌ଆଇଭି ଆକ୍ରାନ୍ତ

ENO Beuro
ଉତ୍ତରପ୍ରଦେଶର ୟୁନାଓ ଜିଲ୍ଲାର ବାଙ୍ଗରମଉ ଗ୍ରାମରେ ନିକଟରେ ୪୦ ଜଣ ଲୋକ ଏଚ୍‌ଆଇଭି ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଅଞ୍ଚଳର ଜଣେ ଛୋଟକାଟିଆ ଡାକ୍ତର ଗୋଟାଏ ସିରିଞ୍ଜି ବ୍ୟବହାର କରି ଏକାଧିକ ଜଣଙ୍କୁ ଇନ୍‌ଜେକ୍ସନ୍‌ ଦେବାରୁ