Loading...

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଗିରଫ ପୂର୍ବରୁ ଆପ ସାଂସଦଙ୍କ ସହ ଘନିଷ୍ଟ ଅନ୍ୟମାନଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ।

ଓଡିଶାବାସୀଙ୍କ ପାଇଁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆନ୍ଦୋଳନ କରିବ ଆମ ଆଦମୀ ପାର୍ଟି

ଓଡିଶାବାସୀଙ୍କ ପାଇଁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆନ୍ଦୋଳନ କରିବ ଆମ ଆଦମୀ ପାର୍ଟି

ରାଜ୍ୟବାସୀଙ୍କୁ ମିଳୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି । ଏନେଇ ଆନ୍ଦୋଳନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି । ଓଡିଶା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଦଳ ପକ୍ଷରୁ ଶନିବାର ବସିଥିଲା ଏକ ପ୍ରସ୍ତୁତି ସଭା ।