ନ୍ୟୁଜ୍ ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ 28 Mar, 2023 3 mins read 379 views ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ। ଏହି ପୋଷ୍ଟରକୁ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ଲଗାଇବାକୁ ଦଳ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇଛି ।
ନ୍ୟୁଜ୍ ଦିଲ୍ଲୀ ଏମସିଡି ନିର୍ବାଚନରେ ଆପର ଐତିହାସିକ ବିଜୟ 08 Dec, 2022 4 mins read 196 views ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟିର ଜବରଦସ୍ତ ବିଜୟ । ଏମସିଡି ଲଢେଇରେ ବାଜି ମାରିଛି ଆମ ଆଦମୀ ପାର୍ଟି ଓ ପଛରେ ପଡିଛି ବିଜେପି । ୧୫ବର୍ଷ ଧରି ଏମସିଡିରେ ଦବଦବା ବଜାୟ ରଖିଥିବା ବିଜେପି ହାତରୁ ଏଥର ଖସିଛି କ୍ଷମତା ।