Tag : about caring women

LIFESTYLE

ଦୁଃଖ ସମୟରେ ପୁରୁଷମାନଙ୍କ ମନ କଥା କେଉଁ ମାନେ ବୁଝିଥାନ୍ତି? ଜାଣନ୍ତୁ

ENO Beuro
ପୁରୁଷଙ୍କ ଦୁଃଖ ସମୟରେ ସେମାନଙ୍କୁ ମାନସିକସ୍ତରରେ ଅଧିକ ସହାୟତା ଦେଇଥାନ୍ତି ମହିଳାମାନେ। ଫଳରେ ସମ୍ପୃକ୍ତ ପୁରୁଷଙ୍କ ମଧ୍ୟରେ ଦୁଃଖ ଓ ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବାର ଶକ୍ତି ସୃଷ୍ଟି ହୋଇଥାଏ ବୋଲି ଗବେଷକ ଜାଣିପାରିଛନ୍ତି।