Tag Archives: about nail bitting

Archives

  • କେଉଁ ସ୍ଵଭାବର ଲୋକମାନେ ଅଧିକ ନଖ କାମୁଡ଼ିଥାନ୍ତି ? ଜାଣନ୍ତୁ ସେ ସମ୍ପର୍କରେ

    ନଖ କାମୁଡିବା ଏକ ବଡ ବଦଭ୍ୟାସ। ଏହା ସାଧାରଣତଃ ପିଲାଙ୍କ ପାଖରେ ଦେଖାଯାଇଥାଏ। ବିଶେଷଜ୍ଞ ମତରେ ନଖ କାମୁଡିବାର ଅନେକ କାରଣ ମଧ୍ୟ ରହିଥାଏ। ଜାଣନ୍ତୁ ସେ କାରଣ ଗୁଡିକ କଣ- ଯେଉଁ ବର୍ଗର ଲୋକେ ନିଜ ମନର କଥାକୁ ସହଜରେ କହିପାରନ୍ତି ନାହିଁ, ସେମାନେ ନଖ କାମୁଡ଼ୁଥିବାର ଦେଖାଯାଇଥାଏ। ଅନେକ ଲୋକଙ୍କର ବିଭିନ୍ନ କାମ କରିବା ନିମନ୍ତେ ସାହସ ଜୁଟିନଥାଏ ଏମାନେ ମଧ୍ୟ ...