• Home
  • about puri jagannath temple
CULTURES

କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଜଗନ୍ନାଥ ମନ୍ଦିର ସମ୍ପର୍କରେ ରହିଛି କିଛି ରହସ୍ୟମୟ ତଥ୍ୟ ! ଜାଣନ୍ତୁ

Krishna Kumar Manoj
ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଜଗନ୍ନାଥ ମନ୍ଦିରର ସବିଶେଷ ସ୍ଥାନ ରହିଅଛି। ବଡମନ୍ଦିର ସମ୍ପର୍କରେ କିଛି ରହସ୍ୟମୟ ତଥ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି।ଏହି ମନ୍ଦିର ବିଶ୍ୱର ଏକ ପୁରାତନ ମନ୍ଦିର ଅଟେ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More