Tag : acid attack

News

ଏସିଡ ମାଡରେ ଗୋଟିଏ ପରିବାରର ୩ଜଣ ଆହତ

ENO Beuro
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପାଟଳିପଙ୍କ ଗାଁରେ ଏକ ପରିବାର ଉପରେ ଏସିଡ୍‌ ମାଡ଼ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏସିଡ୍‌ ମାଡରେ ହିମାଂଶୁ ବାରିକ, ତାଙ୍କ ପତ୍ନୀ ନମିତା ବାରିକ