Loading...

ଆସନ୍ତାକାଲି ପୁଣି  ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ L1

ଆସନ୍ତାକାଲି ପୁଣି ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ L1

ଆସନ୍ତା ୧୫ରେ ଆଦିତ୍ୟ ଏଲ୧ର ହେବ ଚତୁର୍ଥ କକ୍ଷପଥ ପରିବର୍ତ୍ତନ । ଏନେଇ ସୂଚନା ଦେଇଛି ଇସ୍ରୋ । ୧୫ ତାରିଖ ରାତି ୨ଟାରେ ହେବ ପରବର୍ତ୍ତୀ ପରିବର୍ତ୍ତନ ।

ଦ୍ଵିତୀୟ କକ୍ଷପଥରେ ଆଜି ପ୍ରବେଶ କରିବ ଇସ୍ରୋର ସୂର୍ଯ୍ୟ ମିଶନ "ଆଦିତ୍ୟ-L1""

ଦ୍ଵିତୀୟ କକ୍ଷପଥରେ ଆଜି ପ୍ରବେଶ କରିବ ଇସ୍ରୋର ସୂର୍ଯ୍ୟ ମିଶନ "ଆଦିତ୍ୟ-L1""

ଶନିବାର ଉତକ୍ଷେପଣ ହୋଇଥିବା ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ-1’ ଉପଗ୍ରହ ସମ୍ପୂର୍ଣ୍ଣ ସଠିକତାର ସହ ନିର୍ଦ୍ଧାରିତ ଭାବେ ଆଗକୁ ବଢୁଛି ।

ମିଶନ ସୂର୍ଯ୍ୟ 'ଆଦିତ୍ୟ ଏଲ୧'ର କେତକ ଫଟୋ ସାର୍ବଜନୀନ କଲା ଇସ୍ରୋ: ଆସନ୍ତୁ ଦେଖିବା

ମିଶନ ସୂର୍ଯ୍ୟ 'ଆଦିତ୍ୟ ଏଲ୧'ର କେତକ ଫଟୋ ସାର୍ବଜନୀନ କଲା ଇସ୍ରୋ: ଆସନ୍ତୁ ଦେଖିବା

ଜହ୍ନ ପରେ ସୂର୍ଯ୍ୟରେ ଭାରତ ଲେଖିବ ନୂଆ ଇତିହାସ । ମିଶନ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ଲଞ୍ଚ କରିବ ଭାରତର ପ୍ରଥମ ସୂର୍ଯ୍ୟ ମିଶନ 'ଆଦିତ୍ୟ ଏଲ୧' ।

ସେପ୍ଟେମ୍ବର ୨ ଶନିବାରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧, ସୂର୍ଯ୍ୟର ନିକଟତର ହେବାକୁ ନେବ ୪ ମାସ

ସେପ୍ଟେମ୍ବର ୨ ଶନିବାରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧, ସୂର୍ଯ୍ୟର ନିକଟତର ହେବାକୁ ନେବ ୪ ମାସ

ସେପ୍ଟେମ୍ବର ୨ ଶନିବାରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧। ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ଉତ୍‌କ୍ଷେପଣ ହେବ।