ନ୍ୟୁଜ୍ ରାଜପରିବାରରେ ବି ଯୌତୁକ କଳି, ବଲାଙ୍ଗିର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ 16 May, 2023 9 mins read 373 views ବଲାଙ୍ଗିର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ। ଓଡିଶାର କଳି ଏବେ ଉତ୍ତରାଖଣ୍ଡ ଥାନାରେ। ରାଜପରିବାର ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ରାଜପରିବାରର ବୋହୁ।