Tag : aeroplane

News

ସମୁଦ୍ରରେ ପଶିଗଲା ଯାତ୍ରୀବାହୀ ବିମାନ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ENO Beuro
ପ୍ରଶାନ୍ତ ମହାସାଗର କୂଳରେ ଥିବା ପାପୁଆ ନୁ୍ୟ ଗିନିର ବିମାନବନ୍ଦରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ରନୱେରେ ବିମାନଟି ଅବତରଣ କରି ଗଡ଼ୁଥିବା ବେଳେ ହଠାତ ନିୟନ୍ତ୍ରଣ ହରାଇ ପାଖାପାଖି ୨୦୦