Loading...

କେନାଲରେ ଢଳାଗଲା ୩୦୦୦ ଲିଟର ମଦ ଢାଳିଦେଲା ତାଲିବାନ

କେନାଲରେ ଢଳାଗଲା ୩୦୦୦ ଲିଟର ମଦ ଢାଳିଦେଲା ତାଲିବାନ

ଅଫିମ ଚାଷ ​​ଉପରେ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ଦେଶରେ ନିଶା ଦ୍ରବ୍ୟ ଉପରେ ଆଉ ଏକ ରୋକ ଲଗାଇଛି । ରାଜଧାନୀ କାବୁଲର ଡ୍ରେନ୍‌ରେ ଆଫଗାନିସ୍ତାନ ଗୁପ୍ତଚର ଏଜେଣ୍ଟମାନେ ପ୍ରାୟ ୩ ହଜାର ଲିଟର ମଦ ଫିଙ୍ଗିଦେଇଛନ୍ତି ।

ଆଫଗାନିସ୍ତାନକୁ ପୁଣି ସହାୟତାର ହାତ ବଢାଇଲା ଭାରତ

ଆଫଗାନିସ୍ତାନକୁ ପୁଣି ସହାୟତାର ହାତ ବଢାଇଲା ଭାରତ

ପୁଣି ଆଫଗାନିସ୍ତାନକୁ ସହାଯ୍ୟ କଲା ଭାରତ । ମାନବିକତା ଦୃଷ୍ଟିକୋଣରୁ ଆଫଗାନିସ୍ତାନକୁ କରୋନା ଔଷଧ, ଟିକା ସମେତ ଅନ୍ୟାନ୍ୟ ଆବଶ୍ୟକିୟ ଔଷଧ ଭାରତ ସରକାରଙ୍କ ତରଫରୁ ପଠାଯାଇଛି ।

ପୁରୁଣା ସରକାରୀ କର୍ମଚାରୀଙ୍କ ଶରଣରେ ତାଲିବାନ

ପୁରୁଣା ସରକାରୀ କର୍ମଚାରୀଙ୍କ ଶରଣରେ ତାଲିବାନ

ଅନେକ ସଂଘର୍ଷ ଏବଂ ଅନେକ ଲୋକଙ୍କ ରକ୍ତ ବହିବା ପରେ ନିଜର ସରକାର ଗଠନ କରି ଆଫଗାନିସ୍ତାନକୁ ନୂଆ ରୂପ ଦେବ ବୋଲି ଦବାି କରିଥିଲା ତାଲିବାନ। ହେଲେ ମାତ୍ର କିଛି ମାସ ପରେ ଏବେ ତାଲିବାନ ହାତ ଟେକିଦେଇଥିବା ଜଣାପଡ଼ିଛି।