ଉତ୍କଳ ଦିବସରେ ଏମ୍ସର ଛାତ୍ରଛାତ୍ରୀ ଏବଂ ଚିକିତ୍ସାଧିନ ରୋଗୀମାନଙ୍କ ଖାଦ୍ୟରେ ମିଲେଟ ସାମିଲ
‘ଉତ୍କଳ ଦିବସ’ ଏବଂ ଜି -୨୦ ଜନ ଭାଗିଦାରୀ ଅଭିଯାନର ଶୁଭ ଉତ୍ସବ ପାଳନ ଅବସରରେ ଭୁବନେଶ୍ୱର ଏମ୍ସ ଏହାର ଛାତ୍ରଛାତ୍ରୀ ଏବଂ ଚିକିତ୍ସିତ ହେଉଥିବା ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କରିଛି ।
Loading...