Tag : akhira hasan

Entertainment

ଲିକ ହେଲା ତାମିଲ ସୁପରଷ୍ଟାରଙ୍କ ଝିଅର ଅଶ୍ଲୀଳ ଫଟୋ

ENO Beuro
ତାମିଲ ସୁପରଷ୍ଟାର କମଲ ହାସନଙ୍କ ଝିଅ ଅକ୍ଷରାଙ୍କ ଅଶ୍ଲୀଳ ଫଟୋ ଲିକ ହୋଇଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଅକ୍ଷରା ନଜର ଆସିଛନ୍ତି । ଏହି ଫଟୋ ଖୁବ ପ୍ରାଇଭେଟ ।