Loading...

ଛତ୍ରପତି ଶିବାଜୀ ଲୁକରେ ଅକ୍ଷୟଙ୍କୁ ଟ୍ରୋଲ କଲେ ଫ୍ୟାନ

ଛତ୍ରପତି ଶିବାଜୀ ଲୁକରେ ଅକ୍ଷୟଙ୍କୁ ଟ୍ରୋଲ କଲେ ଫ୍ୟାନ

ଅନେକ ଫ୍ଲପ ଫିଲ୍ମ ଦେବା ପରେ ବି ଅକ୍ଷୟ କୁମାର ମଙ୍ଗଳବାର ନିଜର ଆଗାମୀ ଫିଲ୍ମର ଲୁକ୍ ସେୟାର କରିଥିଲେ। ଇନଷ୍ଟାରେ ଅକ୍ଷୟ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଲୁକ‌ରେ ନଜର ଆସୁଛନ୍ତି।