Tag Archives: Akshaya Tritiya

Archives

  • ଆଜି ପବିତ୍ର ଅକ୍ଷୟ ତୃତୀୟା

    ହେବ ଅକ୍ଷିମୁଠି ଅନୁକୂଳ ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଲରେ ଅଖି ମୁଠି ଅନୁକୂଳ କରିବ ଚାଷୀ । ଚାଷ କାମ ଆରମ୍ଭର ଦିନ। ଅଖି ମୁଠି ବୁଣି ଚାଷ କାମର ଶୁଭାରମ୍ଭ କରିବ ଚାଷୀ । ଅକ୍ଷୟ ତୃତୀୟା ଏକ ପବିତ୍ର ଦିନ ହୋଇଥିବାରୁ ଅନେକ ନୂଆ କାମର ଶୁଭାରମ୍ଭ ଆଜି କରାଯାଇଥାଏ । ବିଶ୍ୱାସ ରହିଛି ଆଜିର ଦିନରେ ...