Tag : ama gaan ama bikas

News

ଆମ ଗାଁ ଆମ ବିକାଶ: ୧୬୩ ପଞ୍ଚାୟତ ପାଇଁ ୩୮.୮୬କୋଟି ମଞ୍ଜୁର

ENO Beuro
୪୭୩୮ ପଞ୍ଚାୟତକୁ ମିଳିଲାଣି ୧୦୭୩.୪୯ କୋଟି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୮ଟି ବ୍ଲକ୍‌ର ୧୬୩ ପଞ୍ଚାୟତ ପାଇଁ ୧୪୮୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି।