Tag : amit saha

POLITICALS

ବିଜେଡ଼ିକୁ ଓଡିଶାରୁ ଓପାଡି ଫିଙ୍ଗି ଦିଅ ବୋଲି କହିଲେ ଅମିତ ଶାହା

Ratnamani Moharana
ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ   ଏକ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି ବିଜେପି ଅଧକ୍ଷ ଅମିତ ଶାହା । ନିର୍ବାଚନୀ ପ୍ରଚାର ପାଇଁ ଆସିଥିବା ଅମିତ ଶାହା ତାଙ୍କ ଭାଷଣରେ ଓଡିଶା ସରକାରକୁ ଦୃଢ
POLITICALS

ଆଜି ଗାନ୍ଧିନଗର ଲୋକସଭାରୁ ନାମାଙ୍କନ ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

Ratnamani Moharana
ବିଜେପିର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ… ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା  ଗୁଜୁରାଟର ଗାନ୍ଧୀନଗରର ଲୋକସଭା ସିଟ ପାଇଁ କରିବେ ନାମାଙ୍କନ। ଗାନ୍ଧିନଗର ସିଟ୍ ରେ ଚଳିତ ବର୍ଷ ବିଜେପିର ବରିଷ୍ଠ
POLITICALS

ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର

ENO Beuro
ଭାଜପାରୁ ୨ ବଡ଼ ନେତା ଇସ୍ତଫା ଦେଇଛନ୍ତି। ପ୍ରଥମେ ଦିଲୀପ ରାୟ ଇସ୍ତଫା ଦେବାର କିଛି ସମୟ ପରେ ବିଜୟ ମହାପାତ୍ର ଦଳରୁ ଇସ୍ତଫା ଦେଇଛନ୍ତି। ବିଜୟ ତାଙ୍କ ଇସ୍ତଫାପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
POLITICALS

ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡ଼ଙ୍ଗୀ

ENO Beuro
କହିଲେ ‘ମୁଁ ନୁହେଁ ଆମେ ହୋଇ କାର୍ଯ୍ୟ କରିବୁ’ ବିଜେପିରେ ସାମିଲ ହେବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ବରିଷ୍ଠ ଆଇଏଏସ ଅଫିସର ତଥା ଓଡ଼ିଆ ବୋହୁ ଅପରାଜିତା ଷଡଙ୍ଗୀ । ସ୍ୱେଚ୍ଛାକୃତ ଅବସର
News

ପଦ୍ମ ଧରିଲେ ଅପରାଜିତା ଷଡଙ୍ଗୀ

ENO Beuro
ପଦ୍ମ ଧରିଲେ ଅପରାଜିତା ଷଡଙ୍ଗୀ । ଆଜି ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ସ୍ବତନ୍ତ୍ର ଉତ୍ସବରେ ବିଜେପିରେ ଯୋଗଦାନ ଦେଇଛନ୍ତି ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ। ଏହି ସମୟରେ ରାଜ୍ୟ
POLITICALS

୨୭ରେ ପଦ୍ମ ଧରିବେ ଅପରାଜିତା ଷଡଙ୍ଗୀ

ENO Beuro
୧୯୯୪ ବ୍ୟାଚର ଓଡ଼ିଆ କ୍ୟାଡର ଆଇଏଏସ୍‍ ଅଧିକାରୀ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବା ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ନଭେମ୍ବର ୨୭ରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଅପରାଜିତା ବିଜେପିରେ ଯୋଗଦେବାକୁ ଯୋଜନା ରହିଛି।
News

ଆସନ୍ତା ୨୪ରେ ଓଡିଶା ଆସିବେ ଅମିତ ଶାହା

ENO Beuro
ଆସନ୍ତା ୨୪ରେ ଓଡିଶା ଗସ୍ତରେ ଆସିବେ ଅମିତ ଶାହା। ପୁରୀରେ ହେବାକୁ ଥିବା ଓଡ଼ିଶା ମହିଳା ମୋର୍ଚ୍ଚା ସମାବେଶରେ ସେ ଯୋଗଦେବାର କାର୍ୟ୍ୟକ୍ରମ ରହିଥିବା ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା