Tag : amita udgata passed away

News

ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କ ପରଲୋକ!

ENO Beuro
ପପୁଲାର ଟିଭି ସୋ’ପ୍ରତିଜ୍ଞା’ଫେମ ସିନିଅର ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କର ମଙ୍ଗଳବାର ଦିନ ମୃତ୍ୟୁ ହୋଇଯାଇଛି। ମିଳିତ ତଥ୍ୟ ମୁତାବକ ଅମିତା ଅନେକ ଦିନ ଧରି ରୋଗାଗ୍ରସ୍ତ କାରଣରୁ ୪ଦିନ ହେବ ହସ୍ପିଟାଲରେ ଭର୍ତ୍ତି ଥିଲେ।