ନ୍ୟୁଜ୍ ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, କଣ୍ଠସ୍ବର ଓ ନାଁ ବ୍ୟବହାର କରାଯାଇ ପାରିବ ନାହିଁ 25 Nov, 2022 11 mins read 188 views ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି।
ନ୍ୟୁଜ୍ ୮୦ ବର୍ଷରେ ପାଦ ଥାପିଲେ ଅମିତାଭ ବଚ୍ଚନ 11 Oct, 2022 5 mins read 179 views ସିନେଜଗତର ଶେହନଶାହ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଦେଇଛନ୍ତି । କେବଳ ଭାରତ ନୁହେଁ, ବିଶ୍ବର କୋଣଅନୁକୋଣରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ୧୯୪୨ ଅକ୍ଟୋବର ୧୧ରେ ବିଗ୍ ବି ଅମିତାଭ ବଚ୍ଚନ ଜନ୍ମଗ୍ରହଣ କରିଥିଲେ।
ନ୍ୟୁଜ୍ ୭୯ ବର୍ଷରେ ବିଗ ବି କଲେ ଷ୍ଟଣ୍ଟ 02 Apr, 2022 12 mins read 239 views ୭୯ ବର୍ଷୀୟ ଅମିତାଭ ବଚ୍ଚନ ତାଙ୍କର କୃ-ମେମ୍ବର ଓ ନିର୍ଦ୍ଦେଶକଙ୍କୁ କହିଥିଲେଯେ ସେ ନିଜେ ସିନ୍ରେ ଥିହା ଷ୍ଟଣ୍ଟ କରିବେ। ଏହା ଶୁଣି ପ୍ରଡକ୍ସନର କୃ ମେମ୍ୱର ସହିତ ସୁଟିଙ୍ଗ ସେଟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।