Tag Archives: anand

Archives

  • କ’ଣ ଏପ୍ରିଲ ମାସ ରେ ସୋନମ ବିବାହ କରିବେ ? ଆସନ୍ତୁ ଜାଣିବା ସେ ବିଷୟରେ

    ଏପ୍ରିଲରେ ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ସୋନମ କପୁର ଓ ବିଜନେସ ଟାଇକୁନ ଆନନ୍ଦ ଆହୁଜା । ରାଜସ୍ଥାନ ଯୋଧପୁରରେ ଆୟୋଜିତ ହେବ ଏହି ବିବାହ କାର୍ଯ୍ୟକ୍ରମ । ଖାସ ଅତିଥି ଓ ସର୍ମ୍ପକୀୟଙ୍କୁ ନେଇ ପ୍ରସ୍ତୁତ ହୋଇଛି ୩୦୦ଜଣଙ୍କ ତାଲିକା । ଗ୍ରାଣ୍ଡ ୱେଡିଙ୍ଗ ବଦଳରେ ଘରୋଇ ଓ ଗୋପନୀୟ ଭାବେ ଆୟୋଜିତ ହେବ ସୋନମ ଓ ଆନନ୍ଦଙ୍କ  ବିଭାଘର  ।ପୂର୍ବରୁ ଏମାନେ ...