ନ୍ୟୁଜ୍ ନିର୍ବନ୍ଧ ପରେ ସେ ଓଡ଼ିଶା ଆସି ଜଗନ୍ନାଥ ଦର୍ଶନ କଲେ ଅନନ୍ତ ଅମ୍ବାନୀ 24 Jan, 2023 4 mins read 292 views ଆଜି ଓଡ଼ିଶାରେ ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି। ଅପରାହ୍ନ ୨ଟାରୁ ସାଢେ଼ ଦୁଇଟା ମଧ୍ୟରେ ସେ ଭୁବନେଶ୍ଵର ବିମାନ ବିନ୍ଦରରେ ପହଞ୍ଚି ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଛନ୍ତି।