Tag : anukreethy vas femina miss india

News

ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତା ୨୦୧୮:ବିଜୟିନୀ ହେଲେ ତାମିଲନାଡୁର ମିସ୍‌ ଅନୁକୃତୀ ଭାସ୍‌

ENO Beuro
ମୁମ୍ବାଇ ଡୋମ୍‌ସ୍ଥିତ ଏନ୍‌ଏସ୍‌ସିଆଇ ଷ୍ଟାଡିୟମ୍‌ରେ ଆୟୋଜିତ ଫେମିନା ମିସ୍‌ ଇଣ୍ଡିଆର ୫୫ତମ ପ୍ରତିଯୋଗିତା ୨୦୧୮ର ବିଜୟିନୀ ହୋଇଛନ୍ତି ଅନୁକୃତି। ତାମିଲନାଡୁର ୧୯ ବର୍ଷୀୟ ଅନୁକୃତି ଭାସ୍ ‘ଫେମିନା ମିସ ଇଣ୍ଡିଆ ୨୦୧୮’ ମୁକୁଟ ପିନ୍ଧିଛନ୍ତି