Tag Archives: aparajita mohanty may join in bjp

Archives

  • ହାତ ଛାଡି ପଦ୍ମ ଧରିବେ ଅଭିନେତ୍ରୀ ଅପରାଜିତା ମହାନ୍ତି

    ୧୭ରେ ପଦ୍ମ ଧରିବେ ଅପରାଜିତା କଂଗ୍ରେସ ଛାଡିଥିବା ଜଣାଶୁଣା ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଜେପିରେ ଯୋଗଦେବେ।ଆସନ୍ତା ୧୭ ତାରିଖରେ ସେ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି। କଂଗ୍ରେସ କହିଛି, ଦଳର ବିଚାରଧାରା ଓ ଆଦର୍ଶକୁ ବୁଝିପାରିଲେନି ଅପରାଜିତା । ୨୦୧୪ରେ କଂଗ୍ରେସ ଟିକେଟରେ କଟକ ଆସନରୁ ଲୋକସଭା ନିର୍ବାଚନ ଲଢିଥିଲେ ଏହି ଓଲିଉଡ ...