Loading...

ଇଡି ରିମାଣ୍ଡରେ ଅର୍ଚ୍ଚନା ଏପଟେ ଆଜି କୋର୍ଟରେ ହାଜର ହେବ ଜଗବନ୍ଧୁ ଚାନ୍ଦ

ଇଡି ରିମାଣ୍ଡରେ ଅର୍ଚ୍ଚନା ଏପଟେ ଆଜି କୋର୍ଟରେ ହାଜର ହେବ ଜଗବନ୍ଧୁ ଚାନ୍ଦ

ଖୋଲିବ ନାଗ ଚାନ୍ଦ ଗୁମର । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଭେଦୁଛି ଇଡି । ଅର୍ଚ୍ଚନା ରିମାଣ୍ଡରେ ଥିବା ବେଳେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣିବ ଇଡି । ତାଙ୍କୁ ୧୫ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ।

ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଉଠାଇ ଆଣିଲା ଇଡି

ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଉଠାଇ ଆଣିଲା ଇଡି

ଇଡି ଖୋଜୁଛି ଅର୍ଚ୍ଚନାଙ୍କ ଗୁମର । ଅର୍ଚ୍ଚନା ନାଗ ମନିଲଣ୍ଡରିଂ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ । ସହଯୋଗୀ ଖଗେଶ୍ୱର ପାତ୍ରକୁ ବାଲିପାଟଣା ଘରୁ ଉଠାଇ ଆଣି ଇଡି କାର୍ଯ୍ୟାଳୟରେ ପଚରଉଚରା କରୁଥିଲା ।