Loading...

ଆଜି ସକାଳେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

ଆଜି ସକାଳେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ। ଆଜି ସକାଳେ ସେ ଝାରପଡ଼ା ଜେଲରୁ ବାହାରିଛନ୍ତି। ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଆସିଥିଲେ।

ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ

ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ

ବହୁଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିବାକୁ କୋର୍ଟ ଅନୁମତି ଦେବା ପରେ କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେ ଲ’ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ।

ଅର୍ଚ୍ଚନା ନାଗ ମାମଲାରେ ଆଜି ୧୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଇଡି

ଅର୍ଚ୍ଚନା ନାଗ ମାମଲାରେ ଆଜି ୧୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଇଡି

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି। ଆଜି ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି ।

ଅର୍ଚ୍ଚନା ନାଗ ମାମଲା: ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ଇଡି

ଅର୍ଚ୍ଚନା ନାଗ ମାମଲା: ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ଇଡି

ବହୁଚର୍ଚ୍ଚିତ ଅଚ୍ଚର୍ନା ନାଗ ମାମଲା ଏବେ ନୂଆମୋଡ଼ ନେଇଛି। ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଇଡି ୩ ଜଣଙ୍କୁ ନୋଟିସ୍ କରିବ।

ଅର୍ଚ୍ଚନା ନାଁରେ ୫୦୧ ପୃଷ୍ଠାର ଚାର୍ଜସିଟ ହେଲେ ନାହିଁ ଶ୍ରଦ୍ଧାଞ୍ଜଳିଙ୍କ ନାଁ

ଅର୍ଚ୍ଚନା ନାଁରେ ୫୦୧ ପୃଷ୍ଠାର ଚାର୍ଜସିଟ ହେଲେ ନାହିଁ ଶ୍ରଦ୍ଧାଞ୍ଜଳିଙ୍କ ନାଁ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା(Lady blackmailer case) । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଚାର୍ଜସିଟ ଦାଖଲ କଲା କମିଶନରେଟ୍ ପୋଲିସ । ୫୦୧ ପୃଷ୍ଠାର ତଥ୍ୟ ସମ୍ବଳିତ ଫାଇନାଲ ଚାର୍ଜସିଟକୁ ଜେଏମଏଫସି ୩କୋର୍ଟରେ ଦାଖଲ କରାଯାଇଛି ।

ଅର୍ଚ୍ଚନା ନାଗ ମାମଲା: ମୁହାଁମୁହିଁ ହେବେ ପତି-ପତ୍ନୀ

ଅର୍ଚ୍ଚନା ନାଗ ମାମଲା: ମୁହାଁମୁହିଁ ହେବେ ପତି-ପତ୍ନୀ

ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସିଛନ୍ତି ଅର୍ଚ୍ଚନା ନାଗ୍‌ର ବାପା । ନିଜକୁ ଜଣେ ସାମାଜିକ କର୍ମୀର ପରିଚୟ ଦେବା ସହ କହିଛନ୍ତି ମୁଁ ଜମିବିକ୍ରି କରି ୫୦-୬୦ ଲକ୍ଷ ଟଙ୍କା ଝିଅକୁ ଦେଇଛି । ମୋ ସ୍ତ୍ରୀ ବି ଚାକିରୀ କରୁଛି ।

କୋର୍ଟରେ ଗର୍ଜିଲେ ଆଉ ଏବେ ଇଡି ଆଗରେ ମୌନ ଅର୍ଚ୍ଚନା ନାଗ

କୋର୍ଟରେ ଗର୍ଜିଲେ ଆଉ ଏବେ ଇଡି ଆଗରେ ମୌନ ଅର୍ଚ୍ଚନା ନାଗ

ଉଁ ଅର୍ଚ୍ଚନା ନାଗ କିଛି ଦିନ ତଳେ ମିଡିଆ ଆଗରେ ବିସ୍ଫୋରକ ବୟାନ ଦେଇ କହିଥିଲେ ଯେ ସେ ମୁହଁ ଖୋଲିଲେ ରାଜ୍ୟରେ ପରିବର୍ତ୍ତନ ଆସିବ, ସେହି ଅର୍ଚ୍ଚନା ଏବେ ନିରବ। ମୁହଁ ଖୋଲନାହାନ୍ତି ଅର୍ଚ୍ଚନା।