ବାରମ୍ବାର ନୋଟିସ ପରେ ବି କୋର୍ଟରେ ହଜାର ହେଉନାହାନ୍ତି ଶ୍ରଦ୍ଧାଞ୍ଜଳି
ଶ୍ରଦ୍ଧାଞ୍ଜଳୀଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହେବା ନେଇ କୋର୍ଟ ବିଚାର କରିପାରେ।
Loading...
ଶ୍ରଦ୍ଧାଞ୍ଜଳୀଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହେବା ନେଇ କୋର୍ଟ ବିଚାର କରିପାରେ।
ବହୁଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିବାକୁ କୋର୍ଟ ଅନୁମତି ଦେବା ପରେ କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେ ଲ’ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ।
ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି। ଆଜି ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି ।
ବହୁଚର୍ଚ୍ଚିତ ଅଚ୍ଚର୍ନା ନାଗ ମାମଲା ଏବେ ନୂଆମୋଡ଼ ନେଇଛି। ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଇଡି ୩ ଜଣଙ୍କୁ ନୋଟିସ୍ କରିବ।
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା(Lady blackmailer case) । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଚାର୍ଜସିଟ ଦାଖଲ କଲା କମିଶନରେଟ୍ ପୋଲିସ । ୫୦୧ ପୃଷ୍ଠାର ତଥ୍ୟ ସମ୍ବଳିତ ଫାଇନାଲ ଚାର୍ଜସିଟକୁ ଜେଏମଏଫସି ୩କୋର୍ଟରେ ଦାଖଲ କରାଯାଇଛି ।
ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସିଛନ୍ତି ଅର୍ଚ୍ଚନା ନାଗ୍ର ବାପା । ନିଜକୁ ଜଣେ ସାମାଜିକ କର୍ମୀର ପରିଚୟ ଦେବା ସହ କହିଛନ୍ତି ମୁଁ ଜମିବିକ୍ରି କରି ୫୦-୬୦ ଲକ୍ଷ ଟଙ୍କା ଝିଅକୁ ଦେଇଛି । ମୋ ସ୍ତ୍ରୀ ବି ଚାକିରୀ କରୁଛି ।
ଉଁ ଅର୍ଚ୍ଚନା ନାଗ କିଛି ଦିନ ତଳେ ମିଡିଆ ଆଗରେ ବିସ୍ଫୋରକ ବୟାନ ଦେଇ କହିଥିଲେ ଯେ ସେ ମୁହଁ ଖୋଲିଲେ ରାଜ୍ୟରେ ପରିବର୍ତ୍ତନ ଆସିବ, ସେହି ଅର୍ଚ୍ଚନା ଏବେ ନିରବ। ମୁହଁ ଖୋଲନାହାନ୍ତି ଅର୍ଚ୍ଚନା।
ଏବେ ଅର୍ଚ୍ଚନାଙ୍କୁ ଜେରା କରିବାକୁ ଯାଉଛି ଇଡିର ତଦନ୍ତ ଅଧିକାରୀ ଟିମ୍ । ତେଣୁ ନୂଆ ନାଁ ଏବେ ସାମ୍ନାକୁ ଆସିପାରେ । କାରଣ ଗତକାଲି ସେ ତଥାକଥିତ ପୀଡିତଙ୍କ କଥା ଉଠାଇଥିଲେ ମିଡିଆ ସାମ୍ନାରେ ।ସେପଟେ ସୋମବାର କୋର୍ଟରେ ହାଜର ହେବା ବେଳେ ଅର୍ଚ୍ଚନା ଗଣମାଧ୍ୟମକୁ ଦେଇଥିବା ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।