Tag : Arjun Kapoor

Entertainment

ବହୁତ ଦିନପରେ ପୁଣି ଏକାଠି ନଜର ଆସିଲେ ମଲାଇକା ଏବଂ ଅର୍ଜୁନ୍

ENO Beuro
ପୁଣି ଚର୍ଚାରେ ବଲିଉଡ଼ର ମୁନି ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁର। ବହୁତ ଦିନ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ମୁମ୍ବାଇରେ ଲାକମେ ଫ୍ୟାଶନ ୱିକରେ ମଧ୍ୟ ପାଖାପାଖି ବସିଥିଲେ ମଲାଇକା