Loading...

ନୂଆ ସଂସଦ ଭବନରେ ଲାଗିଥିବା ସିଂହକୁ  ନେଇ ଉଠିଥିବା ବିବାଦକୁ ଅଗ୍ରାହ୍ୟ କଲା ସୁପ୍ରିମକୋର୍ଟ

ନୂଆ ସଂସଦ ଭବନରେ ଲାଗିଥିବା ସିଂହକୁ ନେଇ ଉଠିଥିବା ବିବାଦକୁ ଅଗ୍ରାହ୍ୟ କଲା ସୁପ୍ରିମକୋର୍ଟ

ନୂଆ ସଂସଦ ଭବନର ସମ୍ମୁଖପଟ ଶୀର୍ଷରେ ଲାଗିଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ନେଇ ବିବାଦ ଉପୁଜିଥିଲା। ଏହି ସିଂହକୁ ହିଂସ୍ର ମୁଦ୍ରାରେ ତିଆରି କରାଯାଇଥିବା ଅଭିଯୋଗ ଉଠିବା ସହ ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।