Tag : asima

Entertainment

ଫିଲ୍ମରେ ଅଭିନୟ କରିବେ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା

ENO Beuro
ଫିଲ୍ମରେ ଅଭିନୟ କରିବେ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା। ଆଗାମୀ ଫିଲ୍ମ ‘ମାଲ୍‌ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତାଙ୍କର ଅଭିନୟ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଗୀତ ଗାଇବା ସହ