Tag : audio release

Entertainment

ଆଗାମୀ ଓଡିଆ ସିନେମା ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’ର ଅଡିଓ ରିଲିଜ

ENO Beuro
ଗତକାଲି ଭୁବନେଶ୍ଵରସ୍ଥିତ ହୋଟେଲ ଉପେନ୍ଦ୍ରଠାରେ ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’ର ଅଡିଓ ରିଲିଜ ଅନୁଷ୍ଟିତ ହୋଇଯାଇଛି। ଅଡିଓ ଉନ୍ମୋଚନ ଉର୍ସବରେ ରାସେଶ୍ଵରୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡର ପ୍ରଯୋଜକ ବିରଞ୍ଚୀ ନାରାୟଣ ପଣ୍ଡା ଓ