ମୋଦିଙ୍କ ପାଇଁ ଗୁଆ ଘିଅ ଖେଚୁଡ଼ି ପ୍ରସ୍ତୁତ କଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍
ଖେଚୁଡ଼ି ରୋଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ତାଙ୍କର ନୂଆ ଇନଷ୍ଟାଗ୍ରାମ ଆଇଡିରେ ନିଜେ ରୋଷେଇ କରି ଫଟୋ ସେୟାର କରିଛନ୍ତି। ତାହା ପୁଣି ନିଜ ପାଇଁ ନୁହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସେ ନିଜେ ମୋଦିଙ୍କ ପସନ୍ଦ ଗୁଆ ଘିଅଷେଇ କରିଛନ୍ତି।