Tag : ayodha hearing

News

ଅଯୋଧ୍ୟା ଜମି ବିବାଦ ମାମଲା:ଅକ୍ଟୋବର ୨୯ରୁ ହେବ ଶୁଣାଣି

ENO Beuro
ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ହିଁ ଶୁଣାଣି କରିବେ। ସୁପ୍ରିମକୋର୍ଟରେ ଆଜି ଏହି କଥା କୁହାଯାଇଛି। ଏହି ମାମଲାକୁ ୫ ଜଣିଆ ବୃହତ ବେଞ୍ଚକୁ ପଠାଇବା ଅନାବଶ୍ୟକ ବୋଲି