Tag : baba rampal

News

ବାବା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

ENO Beuro
ନିଜକୁ ବାବା ବୋଲାଉଥିବା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ। ହରିୟାନା ହିସାରରେ ୨୦୧୪ରେ ଘଟିଥିବା ହିଂସାକାଣ୍ଡ ଓ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଚାରି ବର୍ଷର ପୁରୁଣା ମାମଲାର