Tag : babul munda won silver

SPORTS

ବିଶ୍ୱ ଉସୁ ଚାମ୍ପିୟନସିପ:ବବୁଲୁଙ୍କୁ ରୌପ୍ୟ ପଦକ

ENO Beuro
ବ୍ରାଜିଲର ବ୍ରାସିଲିଆଠାରେ ଆୟୋଜିତ ସପ୍ତମ ବିଶ୍ୱ କନିଷ୍ଠ ଉସୁ ପ୍ରତିଯୋଗିତାରେ ଯୋଡ଼ାର ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି। ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଉପକନିଷ୍ଠ ବିଭାଗରେ ସେ ଏହି