Tag Archives: Babusan and Ashok pati making pair for a new movie

Archives

  • ପୁଣି ବାବୁସାନ – ଅଶୋକ ଯୋଡି ଜମିବ

    ବକ୍ସ ଅଫିସରେ ହଇଚଇ କରିବ ଏହି ଯୋଡି ଓଲିଉଡର ଷ୍ଟାରସନ୍‌ ବାବୁସାନ ଓ ଷ୍ଟାଇଲିସ  ନିର୍ଦ୍ଦେଶକ ଅଶୋକ ପତିଙ୍କ ଯୋଡି ପୁଣି ଜମିବ । ବକ୍ସ ଅଫିସରେ ହଇଚଇ କରିବ । କାରଣ ଏହା ସେ ନୁହଁନ୍ତି ବରଂ ସେମାନଙ୍କ ଯୋଡି ରେକର୍ଡ କରୁଛି । ଯେତେଥର ଏକାଠି ହୋଇଛନ୍ତି ଫିଲ୍ମ ହିଟ୍ ନୁହେଁ ବରଂ ସୁପେରହିଟ୍ ହୋଇଛି ...