ନ୍ୟୁଜ୍ ହସପିଟାଲରେ ଓଲିଉଡ୍ ଷ୍ଟାର ବାବୁସାନ 23 Sep, 2022 9 mins read 384 views ଓଲିଉଡ୍ର ଚକୋଲେଟ୍ ହିରୋ ବାବୁସାନ୍ ମହାନ୍ତି ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।