Loading...

ନିଲାମ୍‌ ବାହାନଗା ଟ୍ରେନ ଦୁର୍ଘଟଣା ଟ୍ରେନର ଡବା ଓ ଯନ୍ତ୍ରାଂଶକୁ ନେଉଛି ପଶ୍ଚିମବଙ୍ଗର ଏକ କମ୍ପାନି

ନିଲାମ୍‌ ବାହାନଗା ଟ୍ରେନ ଦୁର୍ଘଟଣା ଟ୍ରେନର ଡବା ଓ ଯନ୍ତ୍ରାଂଶକୁ ନେଉଛି ପଶ୍ଚିମବଙ୍ଗର ଏକ କମ୍ପାନି

ପାଞ୍ଚମାସ ପରେ ବାହାନଗା ରେଳ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ରେଳଡବାଗୁଡ଼ିକୁ ଆଜି ଅନ୍ୟତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଏକ କମ୍ପାନିକୁ ଦୁର୍ଘଟଣାଗ୍ରସ୍ତ ଡବା ଓ ଯନ୍ତ୍ରାଂଶ ନେବାକୁ ନିଲାମ୍‌ ଦିଆଯାଇଛି।

ବାହାନଗା ରେଳ ଦୁର୍ଘଟଣା: ରାତିସାରା ଚାଲିଛି ଅପରିଚିତ ୨୮ ଶବର ଅନ୍ତିମ ସଂସ୍କାର

ବାହାନଗା ରେଳ ଦୁର୍ଘଟଣା: ରାତିସାରା ଚାଲିଛି ଅପରିଚିତ ୨୮ ଶବର ଅନ୍ତିମ ସଂସ୍କାର

ବାହାନଗା ରେଳ ଦୁର୍ଘଟଣା ମୃତ୍ୟୁ ବରଣ କରିଥିବା ଅପରିଚିତ ୨୮ ଶବ ଗତକାଲି ଭରତପୁର ମଶାଣିରେ ଅନ୍ତିମ ସଂସ୍କାର କରାଯାଇଛି। ଦୀର୍ଘ ସାଢ଼େଚାରି ମାସ ଧରି ପରିଚୟର ଅପେକ୍ଷାରେ କଣ୍ଟେନର ଭିତରେ ଏମ୍‌ସ ଶବସଂରକ୍ଷଣ ଗୃହରେ ପଡ଼ି ରହିଥିବା ବାହାନଗା ରେଳ ଦୁର୍ଘଟଣାର ଶିକାର ୨୮ପରିଚୟହୀନ ଶବକୁ ଆଜି ଦାହ କରାଯାଇଛି।

୪ ମାସ ପରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ ୨୮ ଅଚିହ୍ନା ଶବର ହେବ ଅନ୍ତିମ ସଂସ୍କାର

୪ ମାସ ପରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ ୨୮ ଅଚିହ୍ନା ଶବର ହେବ ଅନ୍ତିମ ସଂସ୍କାର

ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଶତାଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ତେବେ ୪ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଏଯାଏ ୨୮ଟି ମୃତଦେହ ଚିହ୍ନଟ ହୋଇପାରୁ ନାହିଁ।