ଆସନ୍ତାକାଲି ସରୁଛି କଟକ ବାଲିଯାତ୍ରା : ଲୋକଙ୍କ ଆଗ୍ରହକୁ ଦେଖି ଆଉ ୨ଦିନ ବଢାଇବାକୁ ସରକାରଙ୍କୁ ପ୍ରସ୍ତାବ
ଆସନ୍ତାକାଲି ସରୁଛି କଟକ ବାଲିଯାତ୍ରା । ଲୋକଙ୍କ ଆଗ୍ରହକୁ ଦେଖି ଆଉ ଦୁଇ ଦିନ ବଢାଇବାକୁ ରକାରଙ୍କୁ ପ୍ରସ୍ତାବ ଦେଇଛି ସିଏମସି । ଗତକାଲି ବାଲିଯାତ୍ରା ପଡିଆରେ ହୋଇଥିବା ସିଏମସି ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଛି ।