Loading...

ଜାନୁଆରି ୨୨ରୁ ୩୧ ମଧ୍ୟରେ ୭ ଦିନ ବନ୍ଦ ରହିବ ବ୍ୟାଙ୍କ

ଜାନୁଆରି ୨୨ରୁ ୩୧ ମଧ୍ୟରେ ୭ ଦିନ ବନ୍ଦ ରହିବ ବ୍ୟାଙ୍କ

ଜାନୁଆରି ୨୨ ତାରିଖ ରବିବାର ହୋଇଥିବାରୁ ସାପ୍ତାହିକ ବ୍ୟାଙ୍କ ଛୁଟି । ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ଜୟନ୍ତୀ ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ । ୨୪ ଓ ୨୫ ତାରିଖ ବ୍ୟାଙ୍କ ଖୋଲା ରହିବ ।

ନଭେମ୍ଵର ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ନଭେମ୍ଵର ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ଆଜି ଅକ୍ଟୋବରର ଶେଷ ଦିନ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାସ। ଅକ୍ଟୋବରରେ, ବ୍ୟାଙ୍କ କର୍ମଚାରୀମାନେ ଅନେକ ଛୁଟି ପାଇଲେ ଏବଂ ପୁରା ମାସରେ ମାତ୍ର ୯ ଦିନ ଅଫିସକୁ ଯିବାକୁ ପଡିଥିଲା । କିନ୍ତୁ ଏମିତିରେ ବି ନଭେମ୍ବରରେ ବ୍ୟାଙ୍କ ଗୁଡିକରେ ଅଧିକ ଦିନ ରହିବ ।